ଭୁବନେଶ୍ୱର Lower PMG ରେ All Odisha Aspirant Association (All Odisha Teachers Aspirants’ Association) ର ସଭାପତି Swagat Sir ଆଜି (19 August 2026) Odisha teaching exam notification ପାଇଁ ଅନଶନ ଆରମ୍ଭ କରିଛନ୍ତି।

 ଭୁବନେଶ୍ୱର Lower PMG ରେ ଶିକ୍ଷକ ଆଶାୟୀଙ୍କ ଆନ୍ଦୋଳନ; notification ଦାବିରେ ଅନଶନର ଆଶଙ୍କା ।



ଭୁବନେଶ୍ୱର: ରାଜ୍ୟର ଶିକ୍ଷକ ଆଶାୟୀମାନେ ସରକାରୀ ବିଦ୍ୟାଳୟଗୁଡ଼ିକରେ ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ ଏବଂ ନିୟମିତ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଁ ରାଜଧାନୀର Lower PMG ରେ ଆନ୍ଦୋଳନ ଜାରି ରଖିଛନ୍ତି।

All Odisha Teachers Aspirants’ Association ପକ୍ଷରୁ 17 August ରୁ sit-in ଆରମ୍ଭ ହୋଇଛି। ଆନ୍ଦୋଳନକାରୀମାନେ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ, special educator ପଦବୀ ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ରହିଥିବା ଖାଲି ପଦବୀଗୁଡ଼ିକୁ ତୁରନ୍ତ ପୂରଣ କରିବାକୁ ଦାବି କରିଛନ୍ତି। ସେମାନେ କହିଛନ୍ତି ଯେ ଯୋଗ୍ୟ ପ୍ରାର୍ଥୀମାନେ ଦୀର୍ଘଦିନ ଧରି ଅପେକ୍ଷା କରୁଛନ୍ତି ଏବଂ ନିୟମିତ notification ନଥିବାରୁ ସୁଯୋଗ କମିଯାଉଛି।
          

         18 August ରେ PTI ରିପୋର୍ଟ ଅନୁଯାୟୀ ଆନ୍ଦୋଳନକାରୀମାନେ hunger strike କରିବାର ଚେତାବନୀ ଦେଇଛନ୍ତି ଏବଂ fresh recruitment notification ଦାବି କରିଛନ୍ତି। ସଂଗଠନ ପକ୍ଷରୁ କୁହାଯାଇଛି ଯେ ସରକାର ପଦକ୍ଷେପ ନନେଲେ ଆନ୍ଦୋଳନ ଆହୁରି ତୀବ୍ର ହେବ।ଏହି ଆନ୍ଦୋଳନ ରାଜ୍ୟର ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ବିଳମ୍ବ ଏବଂ ଖାଲି ପଦବୀ ପୂରଣ ନହେବା ସମସ୍ୟାକୁ ଆଉ ଥରେ ଉଜାଗର କରିଛି। 
             
            ସେଥିପାଇଁ ଆଜି ଭୁବନେଶ୍ୱର Lower PMG ରେ All Odisha Aspirant Association (All Odisha Teachers Aspirants’ Association) ର ସଭାପତି Swagat Sir ଆଜି (19 August 2026) Odisha teaching exam notification ପାଇଁ ଅନଶନ ଆରମ୍ଭ କରିଛନ୍ତି।

Post a Comment

0 Comments